The Ultimate Managed Hosting Platform
ADVERTISEMENT

ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଲାଗିଲା ନିଆଁ

Facebook
Twitter
LinkedIn

ବାରିପଦା : ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଲାଗିଲା ନିଆଁ । ମୁଖ୍ୟ ବଜାରରେ ଥିବା ଏକ ଦୋକାନରେ ଲାଗିଛି ନିଆଁ । ଦୁଇଟି ଦୋକାନରେ ଲାଗିଛି ନିଆଁ । ଗୋଟିଏ ଇଲେକ୍ଟ୍ରି ଦୋକାନ ଓ ଗୋଟିଏ ଲୁଗା ଦୋକାନ ହୁତୁହୁତୁ ହୋଇ ଜଳୁଛି । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ। ଦୀର୍ଘ ୨ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ସମଗ୍ର ଅଞ୍ଚଳ ଧୁଆଁ ମୟ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ୟ୍ୟନ୍ତ ଜଣା ପଡ଼ିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login