The Ultimate Managed Hosting Platform
ADVERTISEMENT

ଆଜେକ୍ସ-ଜିଜ୍ଞାସାଙ୍କ ମୋବାଇଲ ଯାଞ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ଘଟଣାରେ ତନାଘନା । ଖାରବେଳନଗର ଥାନାରେ ସାଇବର ଥାନାର ଟେକ୍ନିକାଲ ଟିମ । ଆଜେକ୍ସ –ଜିଜ୍ଞାସାଙ୍କ ମୋବାଇଲ ଓ ଇମେଲର ଯାଂଚ । ଡିଲେଟ ମେସେଜ ଓ ଚାଟକୁ ରିଟ୍ରାଇଭ କରିବାକୁ ପ୍ରୟାସ ।
ସୂଚନା ଅନୁଯାୟୀ , ମୃତ୍ୟୁ ପୂର୍ବରୁ ନିଜ ଫୋନରେ ମନର କଥାକୁ ରେକର୍ଡ କରିଥିଲେ ଡିଜେ ଆଜେକ୍ସ । ଆଉ ଇମେଲ ମାଧ୍ୟମରେ ମଧ୍ୟ ନିଜ ପ୍ରେମିକା ଜିଜ୍ଞାସାଙ୍କୁ ପଠାଇଥିଲେ ନି ମନର କଥା । ଯାହାକି ଖୁବ ଭାଇରାଲ ହୋଇଥିଲା । ଆଉ ଆଜେକ୍ସଙ୍କ ମୃତ୍ୟୁ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଜିଜ୍ଞାସାଙ୍କ ଘରୁ ଯାଇ ମଧ୍ୟ ପଚରାଉଚରା କରିଥିଲା ପୋଲିସ । ତେବେ ଆଜେକ୍ସଙ୍କ ମୃତ୍ୟୁ ପାଇଁ ଯିଏ ଦୋଷୀ ତାଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login