The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଜେକ୍ସଙ୍କ ପାଇଁ ହ୍ୱାଟସଆପ ଗ୍ରୁପ !

Facebook
Twitter
LinkedIn

ଭୁବନେଶ୍ୱର : ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ମିଳିଲା ରୋଚକ ସୁରାକ । ଜଣେ ନୁହେଁ ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ । ତିନି ଯୁବତୀ ଏହା ଜାଣିବା ପରେ ଖୋଲିଥିଲେ ହ୍ୱାଟସଆପ ଗ୍ରୁପ । ଗ୍ରୁପରେ ଥିଲେ ସମ୍ପୃକ୍ତ ଯୁବତୀ , ଆଜେକ୍ସ ବିଷୟରେ କଥା ହେଉଥିଲେ । ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ , କଥା ହେଉଥିଲେ । ଆଜେକ୍ସ ମୁଖା ଖୋଲିବାକୁ ଏକାଠି ହୋଇଥିଲେ ତିନି ଯୁବତୀ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହ୍ୱାଟସଆପ ଗ୍ରୁପ କରିଥିଲେ ତିନିହେଁ । ସୁରାକ ପାଇବା ପରେ ସମ୍ପୃକ୍ତ ୁଯବତୀଙ୍କୁ ପଚରଉଚରା ଯୋଜନା । ଖୁବଶୀଘ୍ର ବାକି ୨ ଯୁବତୀଙ୍କୁ ଜେରା କରିବ ଖାରବେଳନଗର ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login