ମେଷ:- ମନ ମଧ୍ୟରେ କିଛି ଆଶା ଏବଂ ନିରାଶାର ଭାବନା ରହିପାରେ । କାର୍ଯ୍ୟହାନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଜୀବନସାଥୀଙ୍କ ସମର୍ଥନ ମିଳିବ । ଜୀବନ ବିଶ୍ୃଙ୍ଖଳିତ ହେବା ସହ ଖର୍ଚ୍ଚ ବୃଦ୍ଧି ପାଇବ ।
ବୃଷ:- ଆଜି ଦିନରେ ମନ ଆପଣଙ୍କର ପ୍ରଫୁଲ୍ଲ ରହିବ । ଅଯଥା କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ ଆୟ ବୃଦ୍ଧି ପାଇବା ସହ ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢିବ । ଶିକ୍ଷାଗତ ଏବଂ ବୌଦ୍ଧିକ କାର୍ଯ୍ୟରୁ ମଧ୍ୟ ସମ୍ମାନର ଯୋଗ ରହିଛି ।
ମିଥୁନ:- ସର୍ବକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ପାରିବାରିକ ଦାୟୀତ୍ୱ ବଢିପାରେ । କର୍ମ କ୍ଷେତ୍ରରେ ସମ୍ମାନ ମିଳିବ । ଜୀବନ ସଂଗଠିତ ହେବା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ସାଙ୍ଗମାନଙ୍କ ସହଯୋଗ ହେବ ।
କର୍କଟ:- ମନରେ ଧାର୍ମିକ ଭାବନା ସୃଷ୍ଟି ହେବ ସହ ଆତ୍ମବିଶ୍ୱାସ ବୃଦ୍ଧି ପଇବ । ମା’ଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଅଧିକ ଲାଭ ଯୋଗ ରହିଛି । କିଛି ନୂତନ ପ୍ରକଳ୍ପ ସଂପର୍କରେ ବିଦେଶ ଭ୍ରମଣର ସମ୍ଭାବନା ରହିଛି ।
ସିଂହ:- ମନ ଅସୁବିଧାରେ ରହିବ । ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଧନକ୍ଷୟର ଯୋଗ ରହିଛି । ଚାକିରି କ୍ଷେତ୍ରରେ ସୁଯୋଗ ସାଙ୍ଗକୁ ସାହାଯ୍ୟ ମିଳିପାରେ । ପୂର୍ବ ସମସ୍ୟାର ସମାଧାନ ହେବ ।
କନ୍ୟା:- ଶାରୀରିକ ପୀଡା ଅନୁଭବ କରିବେ । ଶିକ୍ଷାଗତ କାର୍ଯ୍ୟରେ ଆଗ୍ରହି ହେବେ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରି କ୍ଷେତ୍ରରେ ଆଜି ଆପଣଙ୍କର ସଫଳତା ଯୋଗ ରହିଛି । ଭାଇ ମାନଙ୍କ ସାହାଯ୍ୟରେ ନୂଆକାମ ଆରମ୍ଭ କରିବା ସହ ମନ ଖୁସି ରହିବ ।
ତୁଳା:- କଳା କିମ୍ବା ସଂଗୀତ ପ୍ରତି ରୁଚି ବଢିପାରେ । ବ୍ୟବସାୟରେ ଅସୁବିଧା ଉପୁଜି ପାରେ । କିଛି ବିଶେଷ ସଫଳତା ହାସଲ ପାଇଁ ଆଶା କରିବେ । ଜଣେ ବିଶେଷ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ । ପ୍ରଗତିର ରାସ୍ତା ଆପଣଙ୍କ ପାଇଁ ଆଜି ଖୋଲିଯିବ ।
ବିଛା- ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବୃଦ୍ଧି ଯୋଗ ରହିଛି । ଧର୍ମପନୀଙ୍କ ସହଯୋଗ ରହିବ । ନୂତନ କାର୍ଯ୍ୟାରମ୍ଭ ପାଇଁ ଆଲୋଚନା କରିବେ । ମନରେ ଆଶା ଓ ନିରାଶାର ଭାବନା ଦେଖାଦେବ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାଆଙ୍କ ସହଯୋଗ ପାଇବେ ।
ଧନୁ:- ଚାକିରିରେ କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୋଗ ରହିଛି । ପାରିବାରିକ ଶାନ୍ତି ବଜାୟ ରହିବ । ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଅତ୍ୟାଧିକ କ୍ରୋଧରୁ ଦୂରେଇ ରହୁନ୍ତୁ ଓ ଶିକ୍ଷାଗତ କାର୍ଯ୍ୟପ୍ରତି ଧ୍ୟାନ ଦିଅନ୍ତୁ ।
ମକର:- ସାଙ୍ଗ ମାନଙ୍କ ସମର୍ଥନ ମିଳିବ । ବ୍ୟବସାୟରେ ଉତ୍ଥାନ- ପତନ ଯୋଗ ରହିଛି । ମନ ବିଚଳିତ ହୋଇପାରେ । ପରିବାର କିମ୍ବା କର୍ମ କ୍ଷେତ୍ରରେ କଳହର ସମ୍ମୁଖିନ ହେବାକୁ ପଡିପାରେ । ବ୍ୟବସାୟ ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି ।
କୁମ୍ଭ:- ମନ ପ୍ରସନ୍ନ ରହିବ କିନ୍ତୁ ଆଳସ୍ୟ ମଧ୍ୟ ଆସିପାରେ । ଭ୍ରମଣର ଯୋଗ ରହିଛି ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ଭାଷଣରେ ମଧୁରତା ରହିବ । ନିଜସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମୀନ:- ପିଲାଙ୍କ ଠାରୁ ଏକ ଖୁସି ଖବର ପ୍ରାପ୍ତି ହେବେ । ଚାକିରିରେ ଅଧିକାରୀଙ୍କ ସହଯୋଗ ମିଳିବ ପ୍ରଗତିର ରାସ୍ତା ଖୋଲିବା ସହ ଆୟ ବୃଦ୍ଧି ପାଇବ । ପରିବାରରେ ସମ୍ମାନ ସହ ମନ ଖୁସି ରହିବ ।
ଆଜି ଆପଣଙ୍କ ରାଶିରେ (ତା.୨୨-୦୩-୨୦୨୩ ରିଖ ବୁଧବାର)
Facebook
Twitter
LinkedIn
Facebook
Twitter
LinkedIn
Recent News
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...
ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
କଟକ : କଟକ ଜିଲ୍ଲାପାଳଙ୍କ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ । ବାଙ୍କୀରେ ଜନ ଅଭିଯୋଗ ଶୁଣାଣି ବେଳେ ଆତ୍ମାହୁତି ଉଦ୍ୟମ । ପରିବାର ମଙ୍ଗଳ ଯୋଜନା...











