ମେଷ:- ବ୍ୟବସାୟ କ୍ଷେତ୍ରରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ପ୍ରାପ୍ତି ଯୋଗ ରହିଛି । ଆଜି ଦିନଟି ପରିବାରରେ ଓ ଚାକିରି କ୍ଷେତ୍ରରେ ମାନ ସମ୍ମାନ ମିଳିବା ସହ ଦିନଟି ଖୁବ୍ ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନନ୍ତୁ । ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଚାକିରି କ୍ଷେତ୍ରରେ ଚାପ ବୃଦ୍ଧିର ରହିଛି ସମ୍ଭାବନା ।
ବୃଷ:- ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବା ସହ ସାନ ଭାଇଭଉଣୀ ମାନଙ୍କ ସହ ସମନ୍ନୟ ରହିବ । ଆଜି ଦିନରେ ଆପଣଙ୍କର ଅଧିକ ପରିଶ୍ରମ ଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଖୁସି ଖବର ପ୍ରଦାନ କରିବ ।
ମିଥୁନ:- ଆପଣଙ୍କ ରାଶିରେ ଆଜି ଘାତ ଚନ୍ଦ୍ର ହେତୁ ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଂଚୟ ମଧ୍ୟ ଶେଷ ହେବ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ । ନୂତନ ଚାକିରି ପାଇଁ ଆବେଦନ କରିବାର ଯୋଗ ରହିଛି ।
କର୍କଟ:- ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ଶାରୀରିକ ପୀଡା ଲାଗି ରହିବା ସହ ଅଶାନ୍ତି ମଧ୍ୟ ଦେଖାଦେବ । ସନ୍ତାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ପୈତୃକ ସଂପତ୍ତିକୁ ନେଇ ବିବାଦ ଦେଖାଦେଇପାରେ । ବନ୍ଧୁ ମିଳନ ଯୋଗ ମଧ୍ୟ ଆଜି ଆପଣଙ୍କ ପାଇଁ ରହିଛି ।
ସିଂହ:- ଚାକିରି କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି । ବ୍ୟବସାୟରେ ଅଧିକ ଲାଭ କରିବେ । ମନ ପ୍ରଫୁଲ୍ଲିତ ହେବା ସହ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଉତ୍ସାହ ବଢିବ । ମାନସମ୍ମାନ ବଢିବ । ଯାହା କରିବାକୁ ଚାହୁଁଛନ୍ତି ଭାବିଚିନ୍ତି କରନ୍ତୁ ।
କନ୍ୟା:- କର୍ମ କ୍ଷେତ୍ରରେ ଯଥେଷ୍ଟ ସାବଧାନ ଅବଲମ୍ବନ କରନ୍ତୁ । ସୁଖ ଆସିବାରେ ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ମାନେ ହଇରାଣ ହରକତ କରି ପାରନ୍ତି । ଆର୍ଥିକ ଅନଟନ ଦେଖା ଦେଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।
ତୁଳା:- ମନରେ ରହିଥିବା ଅହଂ ଭାବବ ଦୂରେଇ ଦିଅନ୍ତୁ । ମିଳିବାକୁ ଥିବା ଦ୍ରବ୍ୟ ପ୍ରାପ୍ତି ବିଳମ୍ବରେ ହେବ । ଉନ୍ନତିର ଯୋଗ ରହିଛି ସତ ହେଲେ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ମନ ସର୍ବଦା ଚଳଚଞ୍ଚଳ ରହିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ବିଛା- ଆଜି କିଛି ମୁଳ୍ୟବାନ ବସ୍ତୁ ବା ଦ୍ରବ୍ୟ ନଷ୍ଟର ଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି । ଆଜି ଦିନଟି ଆପଣଙ୍କୁ ଚିନ୍ତାରେ ପକାଇ ପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେବ ।
ଧନୁ:- ବ୍ୟବସାୟୀ ପାଇଁ ଭ୍ରମଣ ସଫଳ ହେବା ସହ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିପାରେ । ଆତ୍ମ ବିଶ୍ୱାସରେ ପରିପୁର୍ଣ୍ଣ ହେବେ । କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ଦେହ ଓ ମନ ଭଲ ରହିବ ।
ମକର:- ମନରେ ଉଦ୍ବେଗ ପ୍ରକାଶ ପାଇବ । ଅତିଥି ମାନେ ଘରକୁ ଆସିବାର ସମ୍ଭାବନ ଅଛି । ଅର୍ଥ ନେଣ ଦେଣରେ ସତର୍କତା ଅବଲମ୍ବନ କରନ୍ତୁ । ଆଜି ଦିନଟି ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ କର୍ମ କ୍ଷେତ୍ରରେ ବିତର୍କ ଯୋଗ ଓ ମାନସିକ ଚାପ ସ୍ୱାସ୍ଥ୍ୟକୁ ହାନି କରିପାରେ ।
କୁମ୍ଭ:- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରିକ୍ଷାରେ ସଫଳତା ଅର୍ଜନ କରିବେ । ବ୍ୟବସାୟୀ ମାନେ ନୂତନ ଚୁକ୍ତି ହେତୁ ଲାଭବାନ ହେବାର ରହିଛି ସମ୍ଭାବନା । ପିତାମାତାଙ୍କର ଆଶୀର୍ବାଦ ମିଳିବ ।
ମୀନ:- ଆଜି ଆପଣଙ୍କ କାର୍ଯ୍ୟରେ କୌଣସି ବ୍ୟକ୍ତି ବାଧା ସଷ୍ଟି କରିପାରନ୍ତି । ଆର୍ଥିକ ସ୍ଥତିରେ ବୃଦ୍ଧି ସହ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣ ଯୋଗ ରହିଛି । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତି ହୋଇପାରେ । ବିଦ୍ୟାର୍ଥୀ ମାମେ କୃତକାର୍ଯ୍ୟ ହେବେ ।
ଆଜି ଆପଣଙ୍କ ରାଶିରେ (ତା.୨୧-୦୩-୨୦୨୩ ରିଖ ମଙ୍ଗଳବାର)

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...