The Ultimate Managed Hosting Platform
ADVERTISEMENT

ଆକ୍ସନ ମୋଡରେ ପୋଲିସ ପ୍ରଶାସନ, ଏଣିକି ଠୋ ଠା ଶବ୍ଦ କରି ଗାଡି ଚଳାଇଲେ ଗଣିବେ ତଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ସାବଧାନ ଅମାନିଆ ବୁଲେଟ ଚାଳକ । ଗାଡ଼ିକୁ ଠୋ ଠା ଶବ୍ଦ କରି ଚଳାଉଥିଲେ ଏବେ ଗଣିବେ ତଣ୍ଡ । ଆମାନିଆଙ୍କୁ ସାବାଡ଼ କରିବାକୁ ଏବେ ସଜାଗ ହୋଇଛି ପୋଲିସ ପ୍ରଶାସନ । ଅମାନିଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ । ରୋଡ୍ ରୋମିଓଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଆରମ୍ଭ ହୋଇଛି ସ୍ପେସାଲ ଡ୍ରାଇଭ । ଅନୁଗୁଳ ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଓ ଚାଳକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରଶାସନ । ଅନୁଗୁଳ ପରିବହନ ବିଭାଗ ଏବଂ ପୁଲିସ ସହାୟତାରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଗୁଡିକୁ ଯାଞ୍ଚ କରି ୧୭ଟି ମୋଟରସାଇକେଲ ଜବତ କରାଯାଇଛି । ଏହି ୧୭ ମୋଟରସାଇକେଲ ବୁଲେଟ ମୋଟରସାଇକେଲ ହିଁ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login