The Ultimate Managed Hosting Platform
ADVERTISEMENT

ଅଭିଯୁକ୍ତର ଘର ଆଗରେ ବାଜିଲା ଡେଙ୍ଗୁଲା , ଲାଗିଲା ଝଟକା

Facebook
Twitter
LinkedIn

ଭୁବନେଶ୍ୱର : ଅଭିଯୁକ୍ତର ଘର ଆଗରେ ବାଜିଲା ଡେଙ୍ଗୁରା , ଲାଗିଲା ଝଟକା । ନାଗେଶ୍ୱର ଟାଙ୍ଗୀରେ ଅଭିଯୁକ୍ତର ଘରେ ଲାଗିଲା ଲକଟା । ୨୦୧୨ରୁ ନିଶା କାରବାରରେ ସମ୍ପୃକ୍ତି ଥାଇ ଫେରାର ରହିଛି । ୨୦୧୩ରେ ପାରଳାଖେମୁଣ୍ଡି କୋର୍ଟ ୱାରେଣ୍ଟ ଇସ୍ୟୁ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଲିଙ୍ଗରାଜ ଥାନା ପକ୍ଷରୁ ଲଟକା ଜାରି ହୋଇଛି । ଯଦି ୩୦ ଦିନ ମଧ୍ୟରେ ଥାନାରେ ହାଜର ନହେଲେ ଲୋକନାଥଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login