The Ultimate Managed Hosting Platform
ADVERTISEMENT

ଅଭିନେତା ନିତେଶ ପାଣ୍ଡେଙ୍କ ପରଲୋକ

Facebook
Twitter
LinkedIn

ମୁମ୍ବାଇ: ନିତେଶ ପାଣ୍ଡେଙ୍କ ପରଲୋକ ହୋଇଛି । ୫୧ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ସୂଚନା। ମୁମ୍ବାଇର ଇଗତପୁରୀରେ ତାଙ୍କର ଦେହାନ୍ତ ହୋଇଛି ।ନିତିଶ ୧୯୯୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ଶୋରେ ମଧ୍ୟ କାମ କରିଛନ୍ତି । ଓମ୍ ଶାନ୍ତି ଓମ ଫିଲ୍ମରେ ସେ ଶାହରୁଖଙ୍କ ଆସିଷ୍ଟାଣ୍ଟ ଭାବେ ରୋଲ୍ ପ୍ଲେ କରିଥିଲେ ।ନିତେଶଙ୍କ ମୃତ୍ୟୁରେ ଟେଲିଭିଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଗତ ୨୫ ବର୍ଷ ଧରି ସେ ଟେଲି ଦୁନିଆର ଜଣେ ଲୋକପ୍ରିୟ ଚେହେରା ଥିଲେ । ହସ ହସ ଚେହେରାର ଜଣେ ବ୍ୟକ୍ତି ଏମିତି ହଟାତ୍ ଚାଲିଯିବେ, ସେନେଇ କେହି ବିଶ୍ୱାସ କରିପାରୁନାହାଁନ୍ତି ।ତେବେ ଅନୁପମା ଶୋ’ର ଲିଡ୍ ଆକ୍ଟର ସୁଧାଂଶୁ ପାଣ୍ଡେ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login