The Ultimate Managed Hosting Platform
ADVERTISEMENT

ଅଭିନବ ଉପାୟରେ ଚାଲାଣ ; ଧରିଲେ ଲୋକେ

Facebook
Twitter
LinkedIn

ଭୁବନେଶ୍ୱର : ଗୋମାଂସକୁ ଅଭିନବ ଉପାୟରେ ଚାଲାଣ । ମିଠା ପ୍ୟାକେଟ ପରି ଗୋମାଂସ ପ୍ୟାକିଂ କରି କଲିକତାରୁ ଚେନ୍ନାଇକୁ ହେଉଥିଲା ଚାଲାଣ । ଚାଲାଣକାରୀଙ୍କୁ ଧରିଲେ ସ୍ଥାନୀୟ ବାସିନ୍ଦା ।
ସୂଚନା ଅନୁଯାୟୀ, ତେବେ ଏପରି ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର କାଇମାଟିଆ ଦେଇ ଅଭିନବ ଉପାୟରେ ଗୋମାଂସ ଚାଲାଣ ହେଉଥିଲା । ଏକ ୧୨ ଚକିଆ କଣ୍ଟେନରରେ ଏସବୁ ଚାଲାଣ ହେଉଥିଲା । ଖବର ପାଇ ସେଠାରେ ବଜରଙ୍ଗ ଦଳ ଓ ସ୍ଥାନୀୟ ବାସିନ୍ଦା ଚାଲାଣ ହେଉଥିବା କଣ୍ଟେନରକୁ ଅଟକ ରଖିଥିଲେ । ତେବେ କଣ୍ଟେନରକୁ ଖୋଲି ଦେଖିବା ପରେ ପ୍ୟାକଟରେ ଗୋ ମାଂସ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସେମାନେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ତେବେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି ; ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଥିବା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ,...

ADVERTISEMENT
ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ

ନୂଆପଡା : ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ, ସଭାପତି ସାମିଲ । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରିପରିଷଦର ଏକାଧିକ ମନ୍ତ୍ରୀ ଉପସ୍ଥିତ ।...

Login