ଭୁବନେଶ୍ୱର : ସମ୍ବଲପୁର ଗୁଇନ୍ଦା ରିପୋର୍ଟ ନେଇ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ରାଜ୍ୟର ଆଇନ ଶୃଙ୍ଖଳା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ଥିବା ଲୋକ ଜାଣିଲେଣି । ଏ ସରକାରରେ ଲୋକ ଡରିକି ରହୁଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଦ୍ୱିପ୍ରହରରେ ମନ୍ତ୍ରୀଙ୍କ ହତ୍ୟା ହେଉଛି , ମହିଳା ସୁରକ୍ଷିତ ନାହାନ୍ତି । ରାଜ୍ୟ ସରକାର ଅପରାଧ ରୋକିବା ଓ ଅପରାଧୀଙ୍କୁ ଦଣ୍ଡିତ କରିବାରେ ଫେଲ୍ ।
Views: 69