The Ultimate Managed Hosting Platform
ADVERTISEMENT

ଅଦିନିଆ ରଥଯାତ୍ରା : ସେବାୟତଙ୍କ ବିରୋଧ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ । କାଲି ଲଣ୍ଡନରେ ହେବାକୁ ଥିବା ରଥ ଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ । ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ । ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କହିଲେ । ଇସ୍କନ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି । ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟକ । ଓଡିଆଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ । ସେହିଭଳି ଫେସବୁକରେ ପୋଷ୍ଟ ହୋଇଥିବା କାର୍ଡରେ ତିନି ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇନାହିଁ । ଶ୍ରୀଜଗନ୍ନାଥଙ୍କ ବଳରେ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କୁ ବସା ଯାଇଛି । ତାଳଧ୍ବଜରେ ବଳଭଦ୍ରଙ୍କ ବଦଳରେ ଶ୍ରୀଜଗନ୍ନାଥ ଓ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବଦଳରେ ବଳଭଦ୍ର ବସିଥିବା ଫଟୋ ୟେସାର ହୋଇଛି । ବାସ୍ତବ ରଥଯାତ୍ରା ବେଳେ ଏପରି ଭୁଲ ହେଲେ ଏହା ଅକ୍ଷମଣୀୟ ବୋଲି କହିଛନ୍ତି ଜଗନ୍ନାଥ ଭକ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login