ୟୁପି : ଉତ୍ତରପ୍ରଦେଶରେ ଏକ ୱେରହାଉସରେ ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସିଦ୍ଧାର୍ଥ ନଗର ଜିଲ୍ଲା ଅଲ୍ଲିଗଡ ସହରରେ ବିସ୍ଫୋରଣ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ୪ ଆହତ ହସ୍ପିଟାଲରେ ଭର୍ତ୍ତି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ ।
Views: 73