ଭୁବନେଶ୍ୱର : ୮ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର କାରଣ ଦର୍ଶାଅ ନୋଟିସ । ୮ ଡିଗ୍ରୀ କଲେଜ ସହ କଳାହାଣ୍ଡି ବିଶ୍ୱ ବଦ୍ୟାଳୟକୁ ମଧ୍ୟ ନୋଟିସ । ଇ-ଆଡମିଶନ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ନ ଥିବାରୁ ନୋଟିସ । ଗତ ୨୩ ଓ ୨୪ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଟ୍ରେନିଂ । କାହିଁକି୍ ଯୋଗ ଦେଲେନି ମେ ୨୯ ସୁଦ୍ଧା ଜବାବ ଦେବାକୁ ନିଦେ୍ର୍ଦଶ ।
Views: 85