The Ultimate Managed Hosting Platform
ADVERTISEMENT

୭୦ କେଜି ଗଞ୍ଜେଇ ସହ ପିକ ଅପ ଗାଡି ଜବତ

Facebook
Twitter
LinkedIn

ବୈାଦ୍ଧ : ୭୦ କେଜି ଗଞ୍ଜେଇ ସହ ପିକଅପ ଗାଡି ଜବତ । ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ନାରାୟଣପ୍ରସାଦ ଗାଁ ପାଖ ରାସ୍ତା ନିକଟରେ ୫ କ୍ୱିଣ୍ଟାଲ ୭୦ କେଜି ଗଂଜେଇ ସହ ମାକ୍ସ ପିକ ଅପ ଗାଡିକୁ ଜବତ କରିଛି ପୋଲିସ କ୍ଷ ବୌଦ୍ଧ ଏସପି ରାହୁଲ ଗୋଏଲଙ୍କ ନିର୍ଦ୍ଦେଶ କ୍ରମେ ଘଣ୍ଟାପଦା ପୋଲିସ ଟିମ ଏହି ଚଢ଼ାଉ କରିଥିଲେ । ତେବେ ଚଢ଼ାଉ ସମୟରେ ଚାଲାଣକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login