The Ultimate Managed Hosting Platform
ADVERTISEMENT

୬୨ ବର୍ଷରେ ପାଦ ଥାପିଲେ ସଞ୍ଜୟ ଲୀଲା ଭଂସାଲୀ

Facebook
Twitter
LinkedIn

ବୁ୍ୟରୋ : ୬୨ ବର୍ଷରେ ପାଦ ଥାପିଲେ ସଞ୍ଜୟ ଲୀଲା ଭଂସାଲୀ । ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବଲିଉଡ ଷ୍ଟାର୍ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ୍ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି । ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ବଲିଉଡର ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି, ହେଲେ ଶେଷ ଥର ପାଇଁ ନିଜର ସିରିଜ୍ ‘ହୀରାମାଣ୍ଡି’ ପାଇଁ ବହୁ ଚର୍ଚ୍ଚାରେ ଆସୁଛନ୍ତି । ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିରିଜ୍ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ସଞ୍ଜୟ ଲୀଲା ଭଂସାଲୀ ବଲିଉଡକୁ ଦେବଦାସ୍ ଭଳି ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । ଆଜି ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ ଅବସରରେ, ଆପଣଙ୍କୁ ତାଙ୍କର ୩ଟି ଫିଲ୍ମ ବିଷୟରେ କହିବୁ ଯାହା ତାଙ୍କୁ ଜଣେ କ୍ଲାସିକ୍ ଡାଇରେକ୍ଟର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login