The Ultimate Managed Hosting Platform
ADVERTISEMENT

୫୬ ବର୍ଷରେ ପାଦ ଥାପିଲେ ସଲ୍‌ମାନ୍

Facebook
Twitter
LinkedIn

ଆଜି ହେଉଛି ଡିସେମ୍ବର ୨୭ ତାରିଖ ଅର୍ଥାତ ଆଜିର ଦିନରେ ବଲିଉଡ୍‌ର ଭାଇଜାନ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଆଜିଠାରୁ ୫୬ ବର୍ଷ ହେଲା । ସେ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ।ତାଙ୍କ ଫ୍ୟାନସ୍ ମାନେ ମଧ୍ୟ ବହୁ ଉତ୍କଣ୍ଠାର ସହ ଭାଇଜାନ୍‌ଙ୍କ ବିବାହକୁ ଅନେଇ ବସିଛନ୍ତି । ଗତ ଶନିବାର ଦିନ ସଲ୍‌ମାନ୍ ଖାନ୍‌ଙ୍କୁ ସାପ କାମୁଡିଥିଲା । ଏହି ଖବର ଟିଭିରେ ପ୍ରସାରଣ ପରେ ଫ୍ୟାନସ୍‌ଙ୍କୁ ଏକ ଝଟ୍‌କା ଲାଗିଥିଲା । ତେବେ ସଲ୍‌ମାନ୍ ଖାନ୍ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ତାଙ୍କ ଜନ୍ମଦିନରେ ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଅନେକ ଶୁଭେଚ୍ଛାର ସୁଅ ଛୁଟିଆସୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login