The Ultimate Managed Hosting Platform
ADVERTISEMENT

୫୨ଲକ୍ଷ ସିମ କାର୍ଡ ଅଚଳ

Facebook
Twitter
LinkedIn

ନୂଆଦିଲ୍ଲୀ : ଫ୍ରଡ୍ ଭାବେ କନେକ୍ସନ ହୋଇଥିବା ୫୨ ଲକ୍ଷ ସିମ୍ କାର୍ଡ ଅଚଳ । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଜାଲ୍ ଡକ୍ୟୁମେଣ୍ଟ ଦେଇ କନେକ୍ସନ ହୋଇଥିବାରୁ ଅଚଳ କରାଗଲା । ସିମ୍ କାର୍ଡ ବିକ୍ରି କରୁଥିବା ୬୭ ହଜାର ଡିଲର ବ୍ଲାକଲିଷ୍ଟେଡ । ୬୭ ହଜାର ଡିଲର ବ୍ଲାକଲିଷ୍ଟେଡ ସହ ୩୦୦ ଏତଲା କରାଯାଇଛି । ୬୬ ହଜାର ହ୍ୱାଟସଆପ ଆକାଉଣ୍ଟ ଅଚଳ ହୋଇଥିବା କହିଲେ ବୈଷ୍ଣବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login