ଜଳେଶ୍ୱର : ପଶ୍ଚିମବଙ୍ଗ ଚାଲାଣ ବେଳେ ୫ ବିଷଧର ସାପ ଉଦ୍ଧାର । ରାଜନଗର ଅଞ୍ଚଳରୁ ଧରିଲା ବନ ବିଭାଗ । ଏହି ଘଟଣାରେ ୫ ଜଣ ଅଟକ । ୫ ଜଣ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ସୂଚନା । ସୂଚନା ଅନୁଯାୟୀ ପୂର୍ବରୁ ଓଡିଶାରେ ସାପ ବିଷକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ସାପ ବିଷ ଓଡିଶାରୁ ଚାଲାଣ ହେୁଥିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ବର୍ତ୍ତମାନ ସମୟରେ ଗୋମାଂସ ଠାରୁ ଆରମ୍ଭ କରି ଅନେକ ଜିନିଷ ରାଜ୍ୟରୁ ଚାଲାଣ ହେଉଥିବା ନଜର ଆସୁଛି ।
Views: 70