ବ୍ରହ୍ମପୁର : ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଗୋଟିଏ ବୋର୍ଡ ହେବ । ଦୁଇଟି ବୋର୍ଡ ଭାଙ୍ଗି ଗୋଟିଏ ବୋର୍ଡ ହେବ । ୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି ହେବ । ୩ ବର୍ଷରେ ଚୁକ୍ତି ଭିତ୍ତିକ ନୁହେଁ ନିୟମିତ ଶିକ୍ଷକ ନିଯୁକ୍ତି ହେବେ । ଘରୋଇ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
Views: 55











