The Ultimate Managed Hosting Platform
ADVERTISEMENT

୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଗୁଜରାଟ, ପଶ୍ଚିମବଙ୍ଗ, ପଞ୍ଜାବ, କେରଳ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହି ୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ । ଗୁଜରାଟର ବିସାବଦର, ପଶ୍ଚିମବଙ୍ଗର କଲୀଗଂଜ, ପଞ୍ଜାବର ଲିଧିଆନା ୱେଷ୍ଟ ଓ କେରଳର ନୀଲାମ୍ବର ସିଟରେ ଉପନିର୍ବାଚନ ହେବ । ସୂଚନା ମୁତାବକ,୪ଟି ରାଜ୍ୟରେ ୧୯ ଜୁନରେ ୫ଟି ବିଧାନସଭା ସିଟ୍ ପାଇଁ ନିର୍ବାଚନ ହେବ । ଜୁନ୍ ୧୯ରେ ନିର୍ବାଚନ ହେବାକୁ ଥିବା ବେଳେ ୨୩ ଜୁନରେ ଭୋଟ ଗଣିତ ହେବ । ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଜୁନ ୨ ରହିଥିବା ବେଳେ ଜୁନ୍ ୫ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି । ଏହିସବୁ ସିଟ୍ ଇସ୍ତଫା କିମ୍ବା ପ୍ରାର୍ଥୀଙ୍କ ବିୟୋଗ ଯୋଗୁଁ ଖାଲିପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login