ରାୟପୁର : ୪ ମାଓବାଦୀଙ୍କୁ ଆଜୀବନ ଦଣ୍ଡାଦେଶ ଦେଲେ ଏନଆଇଏ କୋର୍ଟ । ଛତିଶଗଡ ସୁକମାରେ ୧୪ ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ରାୟ । ୨୦୧୪ ମାର୍ଚ୍ଚ ୧୧ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ । ୧୧ ସିଆରପିଏପ ଯବାନ , ୪ ପୋଲିସ , ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା । ସୁରକ୍ଷାକର୍ମୀ ଯାଉଥିବା ବେଳେ ଚାରିଆଡୁ ଘେରିଥିଲେ ମାଓବାଦୀ ।
Views: 78