The Ultimate Managed Hosting Platform
ADVERTISEMENT

୪ ବାଘଛାଲ ଜବତ, ୩ ଗିରଫ

Facebook
Twitter
LinkedIn

ବାରିପଦା : ୪ କଲରାପତରିଆ ବାଘଛାଲ ଜବତ , ୩ ଜଣ ହୋଇଛନ୍ତି ଗିରଫ । ବାରିପଦା ଫରେଷ୍ଟ ଡିଭିଜନ ବହଳଦା ଗାଁ ନିକଟରୁ ଜବତ । ଡୁକୁରା ରେଞ୍ଜ ବହଳଦା ଗାଁରେ ଚଢାଉ କରି ଜବତ କଲା ବନ ବିଭାଗ । ବାରିପଦା ଡିଏଫଓଙ୍କ ନେତୃତ୍ୱରେ ମିଳିତ ଚଢାଉରେ ମିଳିଲା ସଫଳତା । ବିଶେଷ ସୂତ୍ରରୁ ସୂଚନା ପାଇ ମିଳିତ ଟିମ୍ ଗଠନ କରି ଧରିଲେ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବନ ବିଭାଗର ମିଳିତ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login