ଭୁବନେଶ୍ୱର : ୩ ରୁ ୪ ଦିନ ଯାଏଁ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା । ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା । ପରବର୍ତ୍ତୀ ସମୟରେ ତାପମାତ୍ରା ସାମନ୍ୟ ତଳକୁ ଖସିବା ସମ୍ଭାବନା ।
ସେପଟେ ସ୍ୱାଭାବିକ ଠାରୁ ଢେର ଅଧିକ ରହିବ ତାତି । ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ କେନ୍ଦ୍ରର ସୂଚନାରୁ ସ୍ପଷ୍ଟ । ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ୫ ରୁ ୮ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଗୋଟେପଟେ ଭୀଷଣ ଗରମ ସାଙ୍ଗକୁ ଗୁଳୁଗୁଳି ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ । ଖରା ତାତି ଯେତିକି କଷ୍ଟ ଦେଉଛି, ତାକୁ ବଳି ଯାଉଛି ପାୱାର୍ କଟ୍ । କିଛି ସ୍ଥାନରେ ଘଣ୍ଟା ଘଣ୍ଟା ଯାଉଛି ଲାଇନ୍ । କେଉଁଠି ରାତିରେ କଟୁଛି ଯେ ସକାଳେ ଯାଇ ଆସୁଛି । ରାତିରେ ଶାନ୍ତିରେ ଟିକେ ଶୋଇ ପାରୁ ନାହାନ୍ତି ଲୋକ । ବର୍ଷା ପବନ ହେଲେ କଥା ସରିଲା । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଏମିତି ସ୍ଥିତି । ପାୱାର କଟକୁ ନେଇ ତେଜୁଛି ଜନ ଅସନ୍ତୋଷ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ଉପରେ ରାଗ ସୁଝାଇବା ଆରମ୍ଭ କରି ଦେଲେଣି ଉପଭୋକ୍ତା ।
୪ ଦିନ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







