The Ultimate Managed Hosting Platform
ADVERTISEMENT

୩୭ ଟପିଲା ଝାରସୁଗୁଡା

Facebook
Twitter
LinkedIn

ଭୁବନେଶ୍ୱର : ଅସମ୍ଭାଳ ତାତି । ସାଢେ ୧୧ରେ ୩୭ ଟପିଲା ଝାରସୁଗୁଡା । ସାଢେ ୧୧ ସୁଦ୍ଧା ଝାରସୁଗୁଡା ୩୭.୨ ଡିଗ୍ରୀ । ଗତକାଲି ଏହି ସମୟରେ ଝାରସୁଗୁଡା ୩୩.୬ ଡିଗ୍ରୀ ଥିଲା । ଆସନ୍ତାକାଲିଠୁ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଜାରି କରାଯାଇଛି । ୧୪ ଓ ୧୫ ତାରିଖରେ ହିଟୱେଭ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାର କରିବା ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login