The Ultimate Managed Hosting Platform
ADVERTISEMENT

୩୬ ଦିନ ପରେ ବି ଫେରିନି ରାଜୁଙ୍କ ଚେତା, ଡାକ୍ତର କହିଲେ-ଏବେ କିଛି କହି ହେବନି

Facebook
Twitter
LinkedIn

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆସୁନାହିଁ ସୁଧାର। ଦୀର୍ଘ ସମୟ ହେଲାଣି ହସ୍ପିଟାଲରେ ରହିଛିନ୍ତ। ଏପର୍ଯ୍ୟନ୍ତ ଫେରି ନାହିଁ ଚେତା। ଏବେ ବି ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ରାଜୁ। ତାଙ୍କ ଫ୍ୟାନ୍ସ ଏବଂ ପରିବାର ଲୋକେ ରାଜୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ରାଜୁ କେତେବେଳେ ଠିକ୍‌ ହୋଇ ଘରକୁ ଫେରିବେ ଏନେଇ ଡାକ୍ତର କିଛି କହିନାହାନ୍ତି।

ରିପୋର୍ଟ ଅନୁଯାୟୀ, ରାଜୁଙ୍କ ବ୍ରେନ୍‌ରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଉନାହିଁ। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ମସ୍ତିଷ୍କ କାମ କରୁନାହିଁ । ୩୬ ଦିନ ହେଲାଣି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ହେଲେ ସେବେଠାରୁ ବେଶ୍‌ କିଛି ଉନ୍ନତି ଆସିନାହିଁ। ବାର ବାର ଜ୍ଵର ଆସୁଛି । ତାଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍‌ ପାଖରେ ଅଚନ୍ତି । ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ତାଙ୍କ ଫ୍ୟାନ୍ ଓ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login