The Ultimate Managed Hosting Platform
ADVERTISEMENT

୩୧୫ କ୍ୱିଣ୍ଟାଲ ଗଂଜେଇ ଜବତ

Facebook
Twitter
LinkedIn

ଜୟପୁର : କାଠ ବୋଝେଇ ଟ୍ରକରୁ ଗଂଜେଇ ଜବତ ହୋଇଛି । ୩୧୫ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଥିବା ସୂଚନା ରହିଛି । ଗଂଜେଇ ଗୁଡିକ ରାଜସ୍ଥାନ ଚାଲାଣ ହେଉଥିବା ବେଳେ ବୈପାରୀଗୁଡା ଅଞ୍ଚଳରୁ ଜବତ ହୋଇଛି । ଜବତ ଗଂଜେଇରୁ ଆନୁମାନିକ ୬୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାାଉଛି । ତେବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login