The Ultimate Managed Hosting Platform
ADVERTISEMENT

୩୧ରୁ ଉତକେଲାରୁ ଉଡିବ ବିମାନ

Facebook
Twitter
LinkedIn

ଭବାନୀ ପାଟଣା : ଅଗଷ୍ଟ ୩୧ରୁ ଉତକେଲା ବିମାନ ବନ୍ଦରରୁ ଉଡିବ ବିମାନ । ପ୍ରଥମ ବିମାନ ଦି ୧୦ଟା ୩୫ରେ ଭୁବନେଶ୍ୱରକୁ ଯାତ୍ରା କରିବ । ଭର୍ଚୁଆଲରେ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଯୋଗଦେବେ । ୧୦ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍କେଲାକୁ ପ୍ରଥମ ବିମାନ ସେବା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login