The Ultimate Managed Hosting Platform
ADVERTISEMENT

୩୦ ଯାଏଁ ମେଘୁଆ ପାଗ,କିଛି ସ୍ଥାନରେ ବର୍ଷା ସମ୍ଭାବନା

Facebook
Twitter
LinkedIn

୨୭ ରୁ ୩୦ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ । ତିନି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର କିଛି ଅଂଶରେ ରାତିରେ କୁହୁଡ଼ି ପଡ଼ିବା । ୨୮ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ରହିବ ବୋଲି କୁହାଯାଇଛି ।

ସେହିଭଳି ଉପକୂଳରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ଓ ଶୀତ କମିବ । ୨୭ ତାରିଖରୁ ରାଜ୍ୟକୁ ଉତ୍ତରା ପବନ ପରିବର୍ତ୍ତେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ପବନ ବହିବା ପରିବର୍ତ୍ତେ ବଙ୍ଗୋପସାଗରରୁ ଉଷ୍ମ ଓ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login