ଭୁବନେଶ୍ୱର : ଓଡିଶାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡକରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ସହ ଶିଳାନ୍ୟାସ କଲେ । ଏନଏଚ ୧୬ ଚଣ୍ଡିଖୋଲ ଭଦ୍ରକ ୬ ଲେନ ରାସ୍ତାର ଲୋକାର୍ପଣ କଲେ । ଭର୍ଚୁଆଲ ଯୋଗେ ଉତ୍ସବରେ ଅଭିଭାଷଣ ଦେଲେ ଗଡକରୀ । ୨୪ ସୁଦ୍ଧା ଶେଷ ଓଡିଶାର ଜାତୀୟ ରାଜପଥ ଆମେରିକା ସହ ସମାନ ହେବ । ଏବେ ଯାହା ହେଉଛି ତାହା ମାତ୍ର ଟ୍ରେଲର , ଫିଲ୍ମ ବାକି ଅଛି । ମୋଦିଙ୍କ ନେତୃତ୍ୱରେ ତୃତୀୟ ଥ୍ର ନିର୍ବାଚନ ଜିତିବା ସୁନିଶ୍ଚିତ । ତୃତୀୟ ପାଳିଲେ ଓଡିଶାରେ ଆହୁରି ବିକାଶ କାମ ହେବ ।
Views: 101