The Ultimate Managed Hosting Platform
ADVERTISEMENT

୩ଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ବୈଜୟନ୍ତ୍ର ପଣ୍ଡାଙ୍କ ପ୍ରତିକ୍ରିୟା , କହିଲେ ଓଡିଶା ଉପରେ ପଡିବ ପ୍ରଭାବ

Facebook
Twitter
LinkedIn

ଭୁବନେଶ୍ୱର : ନିର୍ବାଚନ ରେଜଲ୍ଟକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ଏହି ରେଜଲ୍ଟ ମୋଦିଙ୍କ ଉପରେ ଲୋକଙ୍କ ଭରସାକୁ ପ୍ରମାଣ କରୁଛି । ଏହି ରେଜଲ୍ଟ ପ୍ରଭାବ ଲୋକସଭା ନିର୍ବାଚନ ଉପରେ ନିଶ୍ଚିତ ଭାବେ ପଡିବ । ଆଗାମୀ ଲୋକସଭା ନିର୍ବାଚନରେ ଆମେ ବହୁତ ବଡ ପରିମାଣରେ ଜିତିବୁ । ମୁଁ ୨ ମାସ କାଳ ଛତିଶଗଡରେ ଥିଲି, ଲୋକଙ୍କ ମତାମତ ସ୍ପଷ୍ଟ ଥିଲା । ମୋଦିଙ୍କ ନେତୃତ୍ୱରେ ଦେଶ ପ୍ରଗତି କରୁଥିବା ସେମାନେ କହିଛନ୍ତି । ଛଚ୍ଛିଶଗଡର ପ୍ରଭାବ ଓଡିଶା ଉପରେ ନିଶ୍ଚିତ ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login