The Ultimate Managed Hosting Platform
ADVERTISEMENT

୩ ହାର୍ଡକୋର ମାଓବାଦୀ ନିହତ

Facebook
Twitter
LinkedIn

ମାଲକାନଗିରି : ୩ ହାର୍ଡକୋର ମାଓବାଦୀ ନିହତ । ଓଡିଶା ଓ ଛତିଶଗଡ ପୋଲିସର ମିଳିତ ଅପରେସନରେ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗାରିୟାବନ୍ଧ ପୋଲିସ ଓ ଏସଓଜି ଅପରେସନ ବେଳେ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଜବତ ହୋଇଛି ୫ଟି ଅସ୍ତ୍ରଶସ୍ତ୍ର । କାଲି ରାତିରୁ ଆରମ୍ଭ ହୋଇଥିଲା ମାଓ ବିରୋଧୀ ଅଭିଯାନ । ନୂଆପଡ଼ା ଓ ଗାରିୟାବନ୍ଧ ଜିଲ୍ଲା ସୀମା ଅତଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ସ୍ପେଶାଲ ଫୋର୍ସ ଓ ସିଆରପିଏଫ ମଧ୍ୟ ଅପରେସନରେ ସାମିଲ ହୋଇଥିଲେ । ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିପାରେ । ମାଓ କ୍ୟାମ୍ପକୁ ଚାରି ପଟୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ପୂରା ଆମ୍ବୁସ ବିଛାଇ ଜଗି ରହିଛି ସୁରକ୍ଷା କର୍ମୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login