The Ultimate Managed Hosting Platform
ADVERTISEMENT

୩ ବାଘ ଛାଲ ଜବତ , ଜଣେ ଗିରଫ

Facebook
Twitter
LinkedIn

ରାୟଗଡା : ରାୟଗଡା ସିରିଗୁଡା ସ୍ୱର୍ଗଧାମ ଛକରୁ ୩ କଲରାପତରିଆ ଛାଲ ଜବତ । ବିକ୍ରି ପାଇଁ ଡିଲ୍ ଚାଲିଥିଲା ବେଳେ ଚଢାଉ କରି ଧରିଲା । ଟିକିରି ଥାନା ନାକଟିଗୁଡା ହୁଣ୍ଡିବାରର ଜଚ୍ଚଙ୍କୁ ଗିରଫ କଲା ଏସଟିଏଫ । ଏହାଛଡ଼ା ଅଭିଯୁକ୍ତ ନିକଟରୁ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରାଯାଇଛି। ରାୟଗଡ଼ା- କୋରାପୁଟ ଜାତୀୟ ରାଜପଥ-୩୨୬ ସିରିଗୁଡା ସ୍ବର୍ଗଧାମ ନିକଟରେ ଡିଲ୍ ଚାଲିଥିବା ବେଳେ ଚିତାବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ ଡମ୍ବରୁଧର ମାଝିକୁ ଗିରଫ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login