The Ultimate Managed Hosting Platform
ADVERTISEMENT

୩ ନାବାଳକଙ୍କୁ ୭୫ ହଜାର ଫାଇନ

Facebook
Twitter
LinkedIn

ରାୟଗଡା : ରାୟଗଡାରେ ୩ ନାବାଳକଙ୍କୁ ୭୫ ହଜାର ଫାଇନ । ସ୍ପେଶାଲ ଡ୍ରାଇଭ ବେଳେ ଧରାପଡିଲେ ନାବାଳକ । ଏମଭିଏ ନିୟମ ଅନୁସାରେ ଗଣିଲେ ତଣ୍ଡ । ରାୟଗଡା ସହର କଲେଜ ରୋଡରେ ଚାଲିଛି ଯାଞ୍ଚ । କଲେଜ ରୋଡ ଓ ଚାନ୍ଦିଲି ଅଂଚଳରେ ଯାଞ୍ଚ ବେଳେ ପଡିଲେ ଧରା । ୧୮ ବର୍ଷରୁ କମ ଯୋଗ୍ୟତା ନ ଥିବା ନାବାଳକଙ୍କୁ ଧରିଲେ ଆରଟିଓ । ୨୫ ହଜାର ଲେଖାଏଁ ଚାଲାଣ କଟାଯିବା ସହ ବାଇକ ଜବତ । ଗାଡି ମାଲିକଙ୍କ ନାଁ ରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଆରଟିଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login