The Ultimate Managed Hosting Platform
ADVERTISEMENT

୩ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ସମ୍ବଲପୁର : ଆସନ୍ତା ୩ ତାରିଖରେ ସମ୍ବଲପୁରରୁ ଆସିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁରର ଦୁଇଟି ସ୍ଥାନକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଆଇଆଇଏମ ଉଦଘାଟନ ସହ ଏକ ସାଧାରଣସଭାରେ ଯୋଗଦେବେ ବୋଲି ସୂଚନା ରହିଛି । ଏ ନେଇ ବିଜେପି ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଜାରି ହୋଇଛି । ପ୍ରଧାନମନ୍ତ୍ରୀ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଯୋଜନା ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login