The Ultimate Managed Hosting Platform
ADVERTISEMENT

୨୦୨୮ ଅଲମ୍ପିକ୍ସରେ କ୍ରିକେଟ

Facebook
Twitter
LinkedIn

ନୂଆଦିଲ୍ଲୀ : ୨୦୨୮ ଲସ ଆଞ୍ଜେଲସ ଅଲମ୍ପିକ୍ସରେ ଖେଳାଯିବ କ୍ରିକେଟ । କ୍ରିକେଟର ଟି-ଟ୍ୱେଣ୍ଟି ଫର୍ମାଟକୁ ଅଲମ୍ପିକ୍ସରେ ସାମିଲ ପାଇଁ ମଞ୍ଜୁରୀ । ମୁମ୍ବାଇ ବୈଠକରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ମଞ୍ଜୁରୀ । କ୍ରିକେଟ ସହ ଆଉ ୪ ଖେଳକୁ ଅଲିମ୍ପିକ୍ସରେ ସାମିଲ କରାଯିବ । ବେସବଲ୍, ଫ୍ଲାଗ ଫୁଟବଲ୍, ସ୍କ୍ୱାଶ୍ ଓ ଲ୍ୟାକ୍ରସକୁ ବି ମଞ୍ଜୁରୀ । ଆଇଓସି ଶୁକ୍ରବାର ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍କୁ ମଞ୍ଜୁରି ଦେଇଛି। ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍ ଏହା ଘୋଷଣା କରିଛନ୍ତି। ଥୋମାସ ବାକ୍ ଗୁରୁବାର ମୁମ୍ବାଇରେ କାର୍ୟ୍ୟକାରୀ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ସେ ଏହି ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login