ଭୁବନେଶ୍ୱର :ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୈାମ୍ୟ ପଟ୍ଟନାୟକଙ୍କ ବଡ ମନ୍ତବ୍ୟ । ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି ବୋଲି କହିଲେ ସୈାମ୍ୟ । ବ୍ରହ୍ମ ବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନେ୍ଦହ ସୃଷ୍ଟି କଲେ ସାମ୍ବାଦିକ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ , ଯେଉଁଠି ଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ, ଦାସିଆ ବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ।
Views: 94











