ଫୁଲବାଣୀ : ସମାଜର ମୁଖ୍ୟସ୍ରୋତକୁ ଫେରିଲେ ୨ ମାଓବାଦୀ । ୨ କ୍ୟାଡର ମାଓବାଦୀଙ୍କ ଆତ୍ମ ସମର୍ପଣ । ଡିଜିପିଙ୍କ ମାଓ ସମୀକ୍ଷା ବୈଠକ ବେଳେ ଆତ୍ମ ସମର୍ପଣ । ଛତିଶଗଡର ରଂଜିତ ନାଇତମମ ଓ ଓଙ୍ଗା ପୋୟମଙ୍କ ଆତ୍ମସମର୍ପଣ । ୨୦୧୭ରୁ କେକେବିଏନ ମାଓ ସଂଗଠନରେ ଉଭୟ ସାମିଲ ଥିଲେ । ଲାଲ ବାହିନୀ ଛାଡି ଏବେ ସାଧାରଣ ମଣିଷଙ୍କ ଭଲି ଜୀବନ ଯାପନ କରିବେ ।
Views: 98











