ମାଲକାନଗିରି : ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାଳିମେଳା ଥାନା ଏମଭି ୪୧ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର । ୨ ଦିନ ହେଲା ନଖୋଜ ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା । ଆଜି ସକାଳୁ ଏକ ଗଛରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ପରେ ଛାନଭିନ୍ । ସୂଚନା ଅନୁଯୟୀ, ଦୁଇ ଛାତ୍ରୀ ଦୁଇଦିନ ଧରି ନିଖୋଜ ଥିବା ଖବର ଏମଭି-୭୯ ଥାନାରେ ଦୁଇ ପରିବାରର ଅବିଭାବାକ ଏତଲା ଦେଇଥିଲେ। ପରେ ଏମଭି-୭୯ ପୁଲିସ ଏମଭି-୭୨ ପ୍ରାଥମିକ ନୋଡାଲ ବିଦୟାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 53











