The Ultimate Managed Hosting Platform
ADVERTISEMENT

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ୧୭ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ମାଲକାନଗିରି , କୋରାପୁଟ , ରାୟଗଡା , ନବରଙ୍ଗପୁର , ନୂଆପଡା , କଳାହାଣ୍ଡି , କନ୍ଧମାଳ , ଗଜପତି , ବଲାଙ୍ଗୀର , ସୋନପୁର , ବରଗଡ , ଝାରସୁଗୁଡା, ଦେବଗଡ , ସୁନ୍ଦରଗଡ , କେନ୍ଦୁଝର , ମୟୁରଭଂଜକୁ ୱାର୍ଣ୍ଣଂ ।
ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ , ଆଜିଠୁ ରାଜ୍ୟରେ ସର୍ବାଧିକ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ସପ୍ତାହକ ଭିତରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରର ଦକ୍ଷିଣରେ ଥିବା ଜିଲ୍ଲାଗୁଡ଼ିକରେ ଗୁରୁବାର ତାପମାତ୍ରା ୧ରୁ ୧.୫ ଡିଗ୍ରି ବଢ଼ିବାକୁ ଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ପ୍ରୟତଃ ୧ ଡିଗ୍ରି ବୃଦ୍ଧି ପାଇବ। ଖୋର୍ଦ୍ଧା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁରୁବାର ଆଂଶିକ ମେଘୁଆ ପାଗ ହେତୁ ତାପମାତ୍ରା ୧ ଡିଗ୍ରି କମି ଶୁକ୍ରବାର ଅପରିବର୍ତ୍ତିତ ରହିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login