The Ultimate Managed Hosting Platform
ADVERTISEMENT

୧୫ ଲକ୍ଷ ଗଣିଲେ ଅମାନିଆ ମଦୁଆ

Facebook
Twitter
LinkedIn

ଭୁବନେଶ୍ୱର : ବାହାରେ ଖୋଲାମେଲାରେ ମଦ ପିଇ ଜରିମାନା ଦେଲେ ୧୫ ଲକ୍ଷ । ୩୦୪୮ ଅମାନିଆ ମଦ୍ୟପଙ୍କ ଠାରୁ ଜରିମାନା କଲେ କମିଶନରେଟ ପୁଲିସ । ସର୍ବସାଧାରଣରେ ସିଗାରେଟ ପିଇ ୬୬୮ ଜଣ ଦେଲେ ୭୨ ହଜାର ଜରିମାନା । ସେଫ୍ ସିଟି ଡ୍ରାଇଭ ଅଭିଯାନରେ ମୋଟ ୯୦ ଲକ୍ଷର ଜରିମାନା ଆଦାୟ । ଅକ୍ଟୋବର ୧ ରୁ ୩୧ ମଧ୍ୟରେ ମୋଟ ୯୦ ଲକ୍ଷ ୨୨ ହଜାର ଜରିମାନା ଆଦାୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login