The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭୁଶୁଡି ଲାଣି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

Facebook
Twitter
LinkedIn

ଭୁବନେଶ୍ୱର : ଭୁଶୁଡି ଲାଣି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାରଙ୍କୁ ମିଳୁନାହାନ୍ତି ଡାକ୍ତର । କେଉଁଠି ଡାକ୍ତର ପଦବୀରେ ଯୋଗ ଦେଉନାହାନ୍ତି ତ ପୁଣି କେଉଁଠି ଅନେକ ଦିନ ଧରି ଅନୁପସ୍ଥିତ ରହୁଛିନ୍ତି । ଖାଲି ପଡିଥିବା ଡାକ୍ତର ପଦବୀ ପାଇଁ ଯେଉଁ ବିଜ୍ଞପ୍ତି ବାହାରୁଛି , ପଦବି ସଂଖ୍ୟାରେ ଅଧା ବି ଆବେଦନ କରୁନାହାନ୍ତି । ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦେଇଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ଅଧିନରେ ନିଯୁକ୍ତି ଯେଉଁ ମାନେ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଦୀର୍ଘଦିନ ହେବ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ଲମ୍ବା ଛୁଟି ଓ ବେଆଇନ ଅନୁପସ୍ଥିତ ଡାକ୍ତରଙ୍କ ସଂଖ୍ୟା ଶହେ ପାର କଲାଣି । ଏପରିକି ଏମାନଙ୍କ ମଧ୍ୟରୁ ଅନେକ କାର୍ଯ୍ୟରେ ଯୋଗ ଦେଉନ ଥିଲେ ମଧ୍ୟ ପଦବି ମାଡି ବସିଛନ୍ତି । ତେବେ ସବୁଠୁ ବଡ କଥା ଏଭଳି ଡାକ୍ତରଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି କାହିଁକି ?

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login