ଭୁବନେଶ୍ୱର : ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଭିତରେ ସିଇଓଙ୍କ ଗୁରୁତ୍ୱପୁର୍ଣ୍ଣ ସୂଚନା । ସେପ୍ଟେମ୍ବର ୧୩ରେ ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ଇସିଆଇ ଅଧିକାରୀ ମଧ୍ୟ ଓଡିଶା ଆସୁଛନ୍ତି । ସବୁ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିବେ । ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ସୂଚନା । ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ ପହଞ୍ଚô ସାରିଛି । ୯ଟି ଜିଲ୍ଲା ପାଇଁ ଭିଭିପାଟ ପହଁଚି ସାରିଛି । ଆସନ୍ତା ଅକ୍ଟୋବରରେ ସମସ୍ତ ଇଭିଏମ ଓ ଭିଭିପାଟ ଯାଞ୍ଚ ହେବ । ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସେପଟେ ଆଗୁଆ ନିର୍ବାଚନ ନେଇ କୈାଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଇଓ ।
Views: 89