The Ultimate Managed Hosting Platform
ADVERTISEMENT

୧୨ ଘଣ୍ଟିଆ ହିନେ୍ଦାଳ ବନ୍ଦ

Facebook
Twitter
LinkedIn

ଢେଙ୍କାନାଳ : ବିଜେପି ପକ୍ଷରୁ ହିନେ୍ଦାଳ ଏନଏସି ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ଯାଏଁ ୧୨ ଘଣ୍ଟିଆ ବନ୍ଦ ପାଳନ । ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବନ୍ଦ ପାଳନ । ଦୋକାନ ବଜାର ବନ୍ଦ ସହ ଯାନବାହାନ ଚଳାଚଳ ବନ୍ଦ । ହିନ୍ଦୋଳକୁ ସରକାରୀ ବସ୍ ବ୍ୟବସ୍ଥା, ୧୫ ଓ ୧୬ ନମ୍ବର ୱାର୍ଡ଼ରେ ରାସ୍ତା ନିର୍ମାଣ, ହିନ୍ଦୋଳ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ପର୍ୟ୍ୟଟନ ମାନ୍ୟତା, ଯାତ୍ରୀ ଆଶ୍ରୟସ୍ଥଳ ପାଇଁ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ବନ୍ଦ ପାଇଁ ଯାନବାହାନ ଚଳାଚଳ ଠପ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login