The Ultimate Managed Hosting Platform
ADVERTISEMENT

୧୨ ଘଣ୍ଟିଆ ବରପାଲି ବନ୍ଦ

Facebook
Twitter
LinkedIn

ବରଗଡ : ଜିଲ୍ଲା ମିଶ୍ରଣକୁ ବିରୋଧ କରି ୧୨ ଘଣ୍ଟିଆ ବରପାଲି ବନ୍ଦ । ପଦ୍ମପୁର ଜିଲ୍ଲା ସହ ବରପାଲି ମିଶ୍ରଣକୁ ବିରୋଧ କରି ବନ୍ଦ ପାଳନ । ବରପାଲି ଓଳିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ । ପଦ୍ମପୁର ଜିଲ୍ଲା ହେଲେ ବରପାଲି ବ୍ଲକକୁ ସାମିଲ କଲେ ବିରୋଧ କରାଯିବ ବୋଲି ବରପାଲି ଓଳିଲ ସଂଘ ଚେତାବନୀ ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login