ନୂଆଦିଲ୍ଲୀ ; ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୦ ଲକ୍ଷର ସହାୟତା । ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୧ ଲକ୍ଷର ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା ଆରସିବି ଟିମ୍ । ଆହତଙ୍କୁ ସହାୟତା ପାଇଁ ଆରସିବି କେୟର୍ସ ପାଣ୍ଠି ମଧ୍ୟ ସୃଷ୍ଟି । ଗତକାଲି ବେଙ୍ଗାଲୁରୁରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଜୁନ୍ ୪ରେ ଆରସିବି ଟିମ୍ ବେଙ୍ଗାଲୁରୁ ବିଧାନସୌଧରେ ଠାରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଯାଏଁ ବିଜୟ ପରେଡ ହୋଇଥାନ୍ତା । କିନ୍ତୁ ଷ୍ଟାଡିୟମ ବାହାରେ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୧୧ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ଏହି ଘଟଣା ପରେ ଆରସିବି ଏବେ ମ୍ତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛି । ଆରସବିି ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ, ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନଆଯାଇଛି । ବେଙ୍ଗାଲୁରୁରେ ହୋଇଥିବା ଦୁଃଭାଗ୍ୟପୂର୍ଣ୍ଣ ଘଟଣାରେ ଆରସିବି ପରିବାରକୁ ବହୁତ କଷ୍ଟ ପହଞ୍ଚିଛି । ଏହାସହିତ ଏହି ଘଟଣାରେ ଆହତ ହୋଇଥିବା ପ୍ରଶଂସକଙ୍କୁ ସହାୟତା ପାଇଁ ଆରସିବି କେୟାରର୍ସ ନାମକ ଏକ ଫଣ୍ଡ ତିଆରି କରାଯାଇଛି । ଏଭଳି ଦୁଃଭାଗ୍ୟପୂର୍ଣ୍ଣ ଘଟଣାକୁ ନେଇ ବହୁତ ଦୁଃଖିତ । ସମସ୍ତଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ଆମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଆରସିବି ପକ୍ଷରୁ ପୀଡିତଙ୍କ ପାଇଁ ଶୋକବ୍ୟକ୍ତି କରିବା ସହିତ ପ୍ରଭାବିତ ପରିବାର ପ୍ରତି ସମବେଦନା ଜଣାଯାଇଛି । ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବିରାଟ କୋହଲି ଦୁଃଖ ପ୍ରକାଶ କରିଛନ୍ତି । ‘ମୁଁ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି, ମୋ ପାଖରେ କହିବାକୁ ଶବ୍ଦ ନାହିଁ ।’
୧୦ ଲକ୍ଷ ଅନୁକମ୍ପା ଘୋଷଣା କଲା ଆରସିବି
Facebook
Twitter
LinkedIn
Facebook
Twitter
LinkedIn
Recent News
Parhaat Sweepstakes Casinon bonukset ilman talletusta oikean rahan palkintoihin elokuussa 2026
Kun olet valinnut talletusvapaan kasinobonuksen ja lunastanut sen (varmista), Pottila alue että täytät kierrätysvaatimukset annetun aikarajan sisällä. Etsitpä sitten uutta...
The official website for Indian players is RajBet Online Casino.
No additional promo code is mandatory for base participation; the bonus relates to the initial deposit and fulfills standard wagering...
Top 10 USA Online Casinos for Real Money support and incident response before launch Gambling in 2026
This blackjack game offers the best odds of any in the US. If the dealer busted with a 22, remaining...
Top Online Casinos for Real Money in 2026
New players in the online gambling world are advised to use cryptocurrency when engaging with top mobile casinos. By depositing...







