The Ultimate Managed Hosting Platform
ADVERTISEMENT

୧୦ କୋଟି ଲୋକଙ୍କୁ ମଧୁମେହ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ୧୦ କୋଟିରୁ ଅଧିକ ମଧୁମେହରେ ଆକ୍ରାନ୍ତ । ୪ ବର୍ଷରେ ବଢିଛି ୪୪% ରୋଗୀଙ୍କ ସଂଖ୍ୟା । ଗୋଆରେ ସର୍ବାଧିକ ୨୬.୪% ଲୋକ ପୀଡିତ । ପୁଡୁଚେରୀ ୨୬.୩% , କେରଳେରେ ୨୫.୫% । ଅଧ୍ୟୟନରୁ ପ୍ରକାଶ ପାଇଛି ରିପୋର୍ଟ ।
ବର୍ତ୍ତମାନ ଭାରତରେ ୧୦ କୋଟିରୁ ଅଧିକ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨୦୧୯ ମସିହାରେ, ଏହି ସଂଖ୍ୟା ପ୍ରାୟ ୭ କୋଟି ଥିଲା। ଅଧ୍ୟୟନରେ କୁହାଯାଇଛି ଯେ କେତେକ ରାଜ୍ୟରେ ଏହି ସଂଖ୍ୟା ସ୍ଥିର ରହିଛି। ଏଥି ସହିତ ଅନେକ ରାଜ୍ୟରେ ମଧ୍ୟ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ରାଜ୍ୟମାନଙ୍କରେ ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି ସେଠାରେ ଏହାକୁ ରୋକିବାର ଆବଶ୍ୟକତା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login