The Ultimate Managed Hosting Platform
ADVERTISEMENT

୧ ସୁଦ୍ଧା କେରଳ ଛୁଇଁବ ମୈାସୁମୀ

Facebook
Twitter
LinkedIn

ଭୁବନେଶ୍ବର: ପାଗ ଅନୁକୂଳ ଥିବାରୁ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁବ । ଏ ନେଇ ପୂର୍ବାନୁମାନ କରି ସୂଚନା ଦେଇଛି ଆଇଏମଡି । ଅନ୍ୟପଟେ ଆସନ୍ତା କାଲିଠାରୁ ପୁଣି ପାରଦ ବଢିବା ନେଇ କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ତେଣୁ ଆସନ୍ତାକାଲି ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login