The Ultimate Managed Hosting Platform
ADVERTISEMENT

ହେଲିକପ୍ଟରରେ ଆସିଲା ୨୭ ମାଓବାଦୀଙ୍କ ମୃତଦେହ

Facebook
Twitter
LinkedIn

ଛତିଶଗଡ : ହେଲିକପ୍ଟରରେ ନାରାୟଣପୁର ଆସିଲା ୨୭ ମାଓବାଦୀଙ୍କ ମୃତଦେହ । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ଅପରେସନରେ ଟପ୍ ମାଓନେତା ବାସବରାଜ ସମେତ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସମସ୍ତଙ୍କ ମୃତଦେହ ହେଲିକପ୍ଟରରେ ନାୟାରାଣପୁର ଅଣାଯାଇଛି । ଖରାପ ପାଗ ଯୋଗୁଁ ଗତକାଲି ମାଓବାଦୀଙ୍କ ମୃତଦେହ ଅଣାଯାଇ ପାରିନଥିଲା । ୨୭ ମାଓବାଦୀଙ୍କ ନିପାତ ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଆହୁରି ଅଧିକ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login