The Ultimate Managed Hosting Platform
ADVERTISEMENT

ହାଲୋ ଅର୍ବିଟରେ ଆଦିତ୍ୟ ଏଲ-୧,ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ବିରାଟ ସଫଳତା । ଧାର୍ଯ୍ୟଗନ୍ତବ୍ୟ ସ୍ଥଳରେ ପହଁଚିଲା ଆଦିତ୍ୟ ଏଲ-୧ । ୧୫ ଲକ୍ଷ କିଲୋମିଟର ଅତିକ୍ରମ କରି ପହଁଚିଲା ଆଦିତ୍ୟ ଏଲ-୧ । ୧୫ ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଁଚିଲା । ଆଦିତ୍ୟ ଏଲ-୧ର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ଏ ନେଇ ଭାରତୀୟ ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା କହିଲେ ମୋଦି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login