The Ultimate Managed Hosting Platform
ADVERTISEMENT

ହାତୀକୁ ନିଆଁ ହୁଳା ମାଡ

Facebook
Twitter
LinkedIn

କରଞ୍ଜିଆ: ହାତୀ ଘଉଡାଇବା ପାଇଁ ହାତୀକୁ ନିଆଁ ହୁଳା ମାଡ । ବଡ ବଡ ମଶାଲରେ ହାତୀକୁ ନିଆଁ ହୁଳା ମାଡ କଲେ ଗାଁ ଲୋକେ । ହାତୀ ଘଉଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ଦିନ ହେଲା ହାତୀପଲ ରହିଛନ୍ତି । ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଲୋକ । ଏବେ ଏହି ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ହାତୀ ପିଠିରେ ଦୁଇ ଦୁଇଥର ନିଆଁ ମାଡ କରିଛନ୍ତି । ପରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ସମସ୍ତେ ଦେଖୁଥିଲେ ବି କେହି ବାରଣ କରୁନାହାନ୍ତି ।ନିଆଁ ମାଡ ପରେ ଜୀବନ ବିକଳରେ ଦୌଡି ପଳାଉଛି ହାତୀ । ତେବେ କେଉଁ ଗାଁର ଭିଡିଓ ସ୍ପଷ୍ଟ ହୋଇନି , ତଦନ୍ତ ନିଦେ୍ର୍ଦଶ ଦେଲେ ଡିଏଫଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login